Jump to content

ପୁତ୍ରୀ

ଉଇକିଅଭିଧାନ‌ରୁ

ପୁତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପୁତ୍ର+ଇନ୍;୧ମା; ୧ବ)

[ସମ୍ପାଦନା]
୧. ପୁତ୍ରବାନ୍ ବ୍ୟକ୍ତି — ୧. A person having a son.
୨. ପିତା —୨. Father.

ସ୍ତ୍ରୀ—(ପୁତ୍ର+ଈ)

[ସମ୍ପାଦନା]
୩. କନ୍ୟା; ଝିଅ — ୩. Daughter.
୪. ଦୁର୍ଗା —୪. A name of Durgā (Apte).