Jump to content

ପୁତ୍ର କଷ୍ଟ

ଉଇକିଅଭିଧାନ‌ରୁ

ପୁତ୍ର କଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ)

[ସମ୍ପାଦନା]
୧. ପୁତ୍ରର ମରଣଜନିତ ଦୁଃଖ — ୧. Agony or sorrow due to the death of one's son.

ବାର ବରଷର ଭବିତରେ ଧୃତକରାଷ୍ଟ୍ର ରଜାକୁ ଚାଲି ଯାଇ ଦେବା ପୁତ୍ରକଷ୍ଟ—କଷ୍ଣସିଂହ. ମହାଭାରତ. ବନ

୨. ଅପୁତ୍ରକ ହେବାରୁ ମନରେ ଜାତ କଷ୍ଟ — ୨. Grief due to a person being sonless.
୩. ପୁତ୍ର ବିଚ୍ଛେଦ ଦୁଃଖ — ୩. Pangs of separation from one's son.

ରଜା ବୋଲନ୍ତି ମନିଶ୍ରେଷ୍ଠ ମୋର ହୋଇଛି ପୁତ୍ରକଷ୍ଟ—ଜଗନ୍ନାଥ ଭାଗବତ