Jump to content

ପୁତ୍ଲି

ଉଇକିଅଭିଧାନ‌ରୁ

ପୁତ୍ଲି

ଉଚ୍ଚାରଣ

[ସମ୍ପାଦନା]

(ପୁତୁଲି—ଅନ୍ୟରୂପ)

=== ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -(ସଂସ୍କୃତ - ପୁତ୍ତଳୀ; ତୁଳ. ହିନ୍ଦୀ - ପୁତୁଲୀ)

୧. ପିତୁଳା; ପୁତ୍ତଳିକା —୧. Image.
୨. କଣ୍ଢେଇ —୨. Doll.
୩. (ସଂସ୍କୃତ - ପାତିଳୀ ପତୁଲ୍; ଚଉଡ଼ାମୁଁହା ଛୋଟ ହାଣ୍ଡି — ୩. A small wide-mounted earthen pot.