ପୁଦନା
ଦେଖଣା
ପୁଦନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପୁଦନା
ପୋଦ୍ନା, ପୋଦିନା, ପୁଦ୍ନା, ପୋଦନାଅନ୍ୟରୁପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତୁନୀ; ପୁତନୀ; ଫାରାସୀ - ପୋଦିନାହ୍)
[ସମ୍ପାଦନା]ପୋଦିନା ଶାଗ; ପୋଦନାଶାଗ; ତୁଳସ୍ୟାଦିବର୍ଗର ସୁଗନ୍ଧ କ୍ଷୁଦ୍ର ଶାକବିଶେଷ — Marsh mint; Mentha viridis; Mentha Arvenis; Mentha Sativa.
[ ଦ୍ର—ଏହାର ଚଟୁଣି ହୁଏ ଓ ଏଥିର ପତ୍ରରୁ ପିପରମେଣ୍ଟ (peppermint) ଅର୍କ ତିଆରି ହୁଏ ଅରୁଚି ଓ ଅଜୀର୍ଣ୍ଣନାଶକ
ଆଉ ଏକପ୍ରକାର ଶାକ ଅଛି ତାହାକୁ ପେପରମେଣ୍ଟ ପୁଦିନା (ହିନ୍ଦୀ - ପୁଦୀନାକାସତ୍= Peppermint or Mentha Piperita) ବୋଲାଯାଏ ପୁଦିନାଜାତୀୟ ଛୋଟପତ୍ରବିଶିଷ୍ଟ ଶାଗକୁ ରୁଦନା ବୋଲାଯାଏ] ପୁଦିନା ଲଟାଳିଆ ଗୁଳ୍ମ; ଭୂଇଁରେ ୧ ହାତ ପର୍ଯ୍ୟନ୍ତ ମାଡ଼େ ଏହାର ପତ୍ର ୨ ଅଙ୍ଗୁଳ ଲମ୍ୱ ଓ ଦେଢ଼ ଅଙ୍ଗୁଳ ଚଉଡ଼ା ହୁଏ ପତ୍ରର ଅଗ ଦନ୍ତୁର ଓ ଦେହ ରୁକ୍ଷ ଡାଳ ପୋତି ଲୋକେ ପୁଦନା ଗଛ ଉତାରନ୍ତି ପୁଦନାର ଫଲ ଫଳ ହୁଏ ନାହିଁ; ପେପରମେଣ୍ଟ ପୋଦନାର ଶ୍ୱେତାଭ ଫୁଲ ହୁଏ ମାତ୍ର ଏହା ରୁଚିକର, ଅଜୀର୍ଣ୍ଣନାଶକ, ମୁଖର ଡ଼ତାନାଶକ, କଫବାୟୁନିବାରକ, ବଳକର ଓ ବମନ ନିବାରକ ଏହା ଏ ଦେଶର ଗଛ ନୁହେ ]