ପୁନଃ ସଂସ୍କାର
ଦେଖଣା
ପୁନଃ ସଂସ୍କାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦ୍ୱୀତୀୟବାର ଶୋଧନ ବା ସଂସ୍କାର; ମରାମତି —୧. Repair; renovation.
- ୨. ପତିତ ବ୍ୟକ୍ତିକୁ ପ୍ରାୟଶ୍ଚିତ୍ତ କରାଇବା — ୨. Conservation or purification of an ostracised person.
- ୩. ପୂନର୍ବାର କରାଯିବା ଉପନୟନାଦି ସଂସ୍କାର (ହିନ୍ଦୀ - ଶ) — ୩. Sacraments performed for a second time.