Jump to content

ପୁନରାଗତ

ଉଇକିଅଭିଧାନ‌ରୁ

ପୁନରାଗତ

ଉଚ୍ଚାରଣ

[ସମ୍ପାଦନା]
(ପୁନରାଗତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପୁନଃ+ଆଗତ)

[ସମ୍ପାଦନା]
୧. ଫେରି ଅସିଥିବା; ପ୍ରତ୍ୟା ଗତ —୧. Returned; come back.
୨. ଆଉଥରେ ଆସିଥିବା — ୨. Coming again.