ପୁନରାବର୍ତ୍ତୀ
ଦେଖଣା
ପୁନରାବର୍ତ୍ତୀ
ଉଚ୍ଚାରଣ
[ସମ୍ପାଦନା](ପୁନରାବୃତ୍ତ—ଅନ୍ୟରୂପ)
(ପୁନରାବର୍ତ୍ତିନୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - (ପୁନଃ+ଆ+ବୃତ୍ ଧାତୁ+ଇନ୍; ୧ମା.୧ବ)
- ୧. ପ୍ରତ୍ୟାଗମନଶୀଳ —୧. Returning reverting.
- ୨. ଇହଲୋକକୁ ବାରଂବାର ଆଗମନଶୀଳ — ୨. Coming to the world again and again; returning to mundane existence (Apte).
ଧ୍ୱନି (ମାନକ ଓଡ଼ିଆ) (file)