ପୁନରାବୃତ୍ତି
ଦେଖଣା
ପୁନରାବୃତ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପୁନଃ+ଆବୃତ୍ତି)
[ସମ୍ପାଦନା]- ୧. ପ୍ରତ୍ୟାବୃତ୍ତି; ପ୍ରତ୍ୟାଗମନ — ୧. Return; turning or coming back.
- ୨. ଆଉ ଥରେ ପଢ଼ିବା — ୨. Reading again.
- ୩. (ପାଠ ଆଦି) ପଇଟେଇବା —୩. Getting by heart.
- ୪. ପୁନର୍ବାର ବୋଲିବା —୪. Recitation; repetition.
- ୫. ପୁନର୍ଜନ୍ମ —୫. Rebirth (Apte).
- ୬. କୌଣସି ଗ୍ରନ୍ଥର ଆଉରି ଥରେ ସଂସ୍କରଣ — ୬. A nother edition of a book (Apte).
- ୭. କଥିତ ବା ଲିଖିତ ବା ପଠିତ ବିଷୟର ପୁନର୍ବାର ଆଲୋଚନ ୮. Revision (Apte).