Jump to content

ପୁନରାୟ

ଉଇକିଅଭିଧାନ‌ରୁ

ପୁନରାୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ.—(ସଂସ୍କୃତ - ପୁନର୍ବାର)

[ସମ୍ପାଦନା]
୧. ପୁଣି; ପୁନର୍ବାର; ଫେର୍ — ୧. Again.
୨. ଅଧିକନ୍ତୁ —୨. Moreover.
୩. ଆଉ ଥରେ —୩. Once again.