Jump to content

ପୁନରୁକ୍ତତା

ଉଇକିଅଭିଧାନ‌ରୁ

ପୁନରୁକ୍ତତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(କାବ୍ୟରେ) କଥିତ ବିଷୟକୁ ଆଉ ଥରେ କହିବା ରୁପ ରଚନା—ଦୋଷ —(a defect in composition) Tautology; superfluity in speech or writing.

[ ଦ୍ର—ଏହା ଶବ୍ଦ ଦୋଷରେ ଓ ଅର୍ଥ ଦୋଷରେ ଘଟେ ]

ଶବ୍ଦଦୋଷର ଉଦାହରଣ ===

ତମୋଦମ୍ଭହର ଜଗତେ ତୁମ୍ଭ କର ସରି କେ ଦମ୍ଭିଦମ୍ଭ ହର ତେସନ ଫୁଲ ଶର ସରି କେ. ରାଧାନାଥ. ଚନ୍ଦ୍ର ଭାଗା

ଅର୍ଥଦୋଷର ଉଦାହରଣ ===

ଜୟ ମହାବୀର କର୍ଣ୍ଣ ଅରାତି ମର୍ଦ୍ଦନ ଜୟ ରଥୀନ୍ଦ୍ର, କୌରବ ଗୌରବ ବର୍ଦ୍ଧନ ବିନାଶ ସମରେ ଆଜି ପାଣ୍ଡବ ନିଚୟ ଜୟ ଅରିନ୍ଦମ କର୍ଣ୍ଣ ମହାରଥୀ ଜୟ ? ମଧୁସୂଦନ କର୍ଣ୍ଣବଧ—କୁଳମଣି, ଅଳଙ୍କାର ତରଙ୍ଗୀଣୀ