ପୁନରୁକ୍ତ ଜନ୍ମା
ଦେଖଣା
ପୁନରୁକ୍ତ ଜନ୍ମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ପୁନଃ+ଉକ୍ତ=କଥିତ+ଜନ୍ମନ୍ ଯାହାର ୧ମା. ୧ବ; ଯେ ଥରେ ଜନ୍ମ ହେଲା ପରେ ଆଉଥରେ ଜନ୍ମ ହେଲା ବୋଲି ବୋଲା ଯାଏ)
[ସମ୍ପାଦନା]- ୧. ଦ୍ୱିଜ; ବ୍ରାହ୍ମଣ —୧. A twice- born; Brāhmaṇa.
- ୨. ଅଣ୍ଡଜ —୨. Oviparous animal.
- ୩. ସର୍ପ —୩. Serpent.
- ୪. ସରୀସୃପ —୪. Reptile; lizard.
- ୫. ପକ୍ଷୀ —୫. Bird.
- ୬. ଚନ୍ଦ୍ର —୬. Moon.