ପୁନରୁକ୍ତ ବଦାଭାସୀ
ଦେଖଣା
ପୁନରୁକ୍ତ ବଦାଭାସୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ପୁନରୁକ୍ତବତ୍+ଆଭାସ =ଆପାତତଃ ପ୍ରତୀତ ଯହିଁରେ)
[ସମ୍ପାଦନା]କାବ୍ୟାଳଙ୍କାରବଶେଷ; ପୁନରୁକ୍ତି ପରି ଜଣାଯାଥିବା କିନ୍ତୁ ପ୍ରକୃତରେ ପୁନରୁକ୍ତି ଦୋଷ ନ ଥିବା ରଚନା— ବିଶେଷ —(Rhetoric) A figure of speech; seeming tautology;
[ ଦ୍ର—ଏଥିରେ ଭିନ୍ନାକାର ଏକାର୍ଥବୋଧକ ଦୁଇ ବା ବହୁ ଶବ୍ଦ ପ୍ରଯୁକ୍ତ ହୋଇଥିବାରୁ ଶ୍ରୋତାଙ୍କୁ ପ୍ରଥମେ ପୁନରୁକ୍ତି ପରି
ବୋଧ ହୁଏ; କିନ୍ତୁ ପୁନରୁକ୍ତି ପରି ଜଣା ଯାଉଥିବା ବାକ୍ୟର ଗୋଟିଏ ସ୍ୱତନ୍ତ୍ର ଅର୍ଥ ଥାଏ]