Jump to content

ପୁନରୁଦ୍ଦୀପ୍ତତା

ଉଇକିଅଭିଧାନ‌ରୁ

ପୁନରୁଦ୍ଦୀପ୍ତତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁନଃ+ଉଦ୍ଦୀପ୍ତ+ତା)

[ସମ୍ପାଦନା]

ରଚନାରେ ରସଦୋଷବିଶେଷ; ଗୋଟିଏ ରସ ପୁନଃ ପୁନଃ କଥିତ ହେବା ଦୋଷ — A defect in composition; repetition of the same sentiment in a composition.

[ ଦ୍ର—ବିଦଗ୍ଧ ଚିନ୍ତାମଣିରେ କୃଷ୍ଣ ଓ ରାଧାଙ୍କର ବିପ୍ରଲମ୍ଭ ଶୃଙ୍ଗାର ବର୍ଣ୍ଣନା ପୁନଃ ପୁନଃ କରା ଯାଉଅଛି ତେଣୁ ଏହା ଏହି ଦୋଷରେ ଦୁଷ୍ଟ ]