Jump to content

ପୁନରୁଦ୍ଭବ

ଉଇକିଅଭିଧାନ‌ରୁ

ପୁନରୁଦ୍ଭବ

ଉଚ୍ଚାରଣ

[ସମ୍ପାଦନା]

(ପୁନରୁଦ୍ଭୂତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପୁନଃ+ଉଭବ)

[ସମ୍ପାଦନା]
୧. ମୃତ୍ୟୁ ପରେ ସଂସାରରେ ପୁନର୍ବାର ଜନ୍ମ ହେବା —୧. Revival; rebirth; regeneration; trans- migration; metempsychosis.
୨. (ଲକ୍ଷଣାର୍ଥ) କୌଣସି କଠିନ ପୀଡ଼ାରୁ ବା ବିପଦଜନିତ ଆସନ୍ନ ମୃତ୍ୟୁରୁ ରକ୍ଷା ପାଇବା —୨. Recovery from the brink of death (e.g. from dangerous illness).