Jump to content

ପୁନର୍ଦଖଲ

ଉଇକିଅଭିଧାନ‌ରୁ

ପୁନର୍ଦଖଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(କଚେରିଆ ଭାଷା; ସଂସ୍କୃତ - ପୁନଃ+ଆରବୀ - ଦଖଲ୍)

[ସମ୍ପାଦନା]

ବେଦଖଲ ହୋଇଥିବା ସମ୍ପତ୍ତିରେ ଅଦାଲତଙ୍କ ସାହଯ୍ୟରେ ମିଳିବା ଦଖଳ —Recovery of possession through a court of a property from which one has been dispossessed.