Jump to content

ପୁନର୍ବସୁ

ଉଇକିଅଭିଧାନ‌ରୁ

ପୁନର୍ବସୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁନଃ+ବସ୍ ଧାତୁ+ଉ; ପ୍ରାଣୀମାନେ ପୁନଃ ପୁନଃ ଯାହାକୁ ଆଶ୍ରୟ କରନ୍ତି)

[ସମ୍ପାଦନା]
୧. (ଜ୍ୟୋତିଷ) ୨୭: ନକ୍ଷତ୍ର ମଧ୍ୟରୁ ୭ମ ନକ୍ଷତ୍ର — ୧. (astrology) The ୭th of the lunnar mansions.

[[[ଦ୍ରଷ୍ଟବ୍ୟ —ଏହା ଧନୁସାକୃତି ଓ ପଞ୍ଚାରକାବିଶିଷ୍ଟ ଏ ନକ୍ଷତ୍ର ଅଧିଷ୍ଠାତା ଦେବତା ଆଦିତ ଏ ନକ୍ଷତ୍ରରେ ଜନ୍ମ ଗ୍ରହଣ କରିବା ବ୍ୟକ୍ତି ମିତ୍ରବାନ୍, ଯତ୍ନଶୀଳ, ଦାତା ଓ ପ୍ରତାପଶାଳୀ ହୁଅନ୍ତି ନକ୍ଷତ୍ର ତଳେ ନୋଟ ]] (ଦେଖ) - ]

୨. ବିଷ୍ଣୁ —୨. Bishṇu.
୩. ଶିବ —୩. Ṡiba.
୪. କାତ୍ୟାୟନ ମୁନିଙ୍କ ନାମାନ୍ତର — ୪. A name of sage Kātyāyana.