Jump to content

ପୁନର୍ବିଚାର

ଉଇକିଅଭିଧାନ‌ରୁ

ପୁନର୍ବିଚାର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]
୧. ନିଷ୍ପତ୍ତି ହୋଇ ଥିବା ବିଷୟର ଆଉ ଥରେ ବିଚାର —୧. Review of judgment.
୨. ସାନି ବିଚାର —୨. Revision or revival of a deci ded case.
୩. ଅପିଲ ବିଚାର —୩. Hearing of an appeal.