Jump to content

ପୁନର୍ବିବାହ

ଉଇକିଅଭିଧାନ‌ରୁ

ପୁନର୍ବିବାହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମୃତଦାରର ବା ବିଧାବାର ଦ୍ୱିତୀୟବାର ବିବାହ; ଦୁତୀୟ ହେବା —Remarriage lof a widow or widower.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦ୍ୱିରାଗମନ ରୂପ ସଂସ୍କାର; ପିଲା କନ୍ୟା ଋତୁମତୀ ହେବା ପରେ ସ୍ୱାମୀଙ୍କ ସହିତ ମିଳନରୂପ ଉତ୍ସବ; ଆଶୀର୍ବାଦ ଘର —The ceremony of consummation of marriage of a girl-bride after attaining puberty.