ପୁନର୍ବିଭା
(ପୁନର୍ବିଭାଘର—ଅନ୍ୟରୂପ)
ଗର୍ଭଧାରଣ ବା ଦ୍ୱିରାଗମନ ରୂପ ସଂସ୍କାର; ପୁନର୍ବିବାହ; ଆଶୀର୍ବାଦ ଘର — The ceremony of consummation of marriage of a girl-wife after pubertyy.