Jump to content

ପୁନର୍ଭୂ

ଉଇକିଅଭିଧାନ‌ରୁ

ପୁନର୍ଭୂ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ପୁନଃ=ଭୂ ଧାତୁ+କ୍ୱିପ୍)

[ସମ୍ପାଦନା]

ଥରେ ବିବାହ ହେବା ପରେ ଆଉ ଥରେ ବିବାହ କରିଥିବା ସ୍ତ୍ରୀ; ଅନ୍ୟପୂର୍ବା ସ୍ତ୍ରୀ; ଦ୍ୱିତୀୟ ବାର ସ୍ୱାମୀ ଗ୍ରହଣ କରିଥିବା ବିଧବା ବା ସ୍ୱାମୀପରିତ୍ୟକ୍ତା ସ୍ତ୍ରୀ; ଦୁତୀୟ ବିଭା ହୋଇଥିବା ସ୍ତ୍ରୀ —A woman married a second time after her first marriage.

[ଦ୍ରଷ୍ଟବ୍ୟ —ଏମାନେ ତିନିପ୍ରକାର—୧ କ୍ଷତଯୋନି—ପତ୍ୟନ୍ତର ଗ୍ରାହିଣୀ (ବିଧବା), ୨ ଗୁରୁଜନଙ୍କଦ୍ୱାରା ପ୍ରଦତ୍ତା ବିବାହ ସମୁତ୍ସୁକା ବିଧବା, ୩ ବିଧବା ହୋଇ ବ୍ୟଭିଚାରିଣୀ ହେଲେ ଗୁରୁଜନମାନେ ଦେବରାଦିଙ୍କୁ ଯେଉଁ ବିଧବାକୁ ଦିଅନ୍ତି ଏପରି ସ୍ତ୍ରୀର ସନ୍ତାନକୁ 'ପୌନର୍ଭବ' ବୋଲାଯାଏ, ପୁତ୍ରତଳେ ନୋଟ ଦେଖ]