Jump to content

ପୁନର୍ଯାତ୍ରା

ଉଇକିଅଭିଧାନ‌ରୁ

ପୁନର୍ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁନଃ+ଯାତ୍ରୀ)

[ସମ୍ପାଦନା]
୧. ବାହୁଡ଼ିବା; ପ୍ରତ୍ୟାବର୍ତ୍ତନ — ୧. Returning.
୨. ଆହୁରି ଥରେ ଯାତ୍ରା କରିବା —୨. Restarting.


୩. ଜଗନ୍ନାଥଙ୍କର ବାହୁଡ଼ା ଯାତ୍ରା —୩. The return journey of Lord Jagannātha in the car.