Jump to content

ପୁନଶ୍ଚ

ଉଇକିଅଭିଧାନ‌ରୁ

ପୁନଶ୍ଚ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ଅ (ପୁନଃ+ଚ)

[ସମ୍ପାଦନା]
୧. ପୁନରପି; ପୁଣି; ଫେର — ୧. Again.
୨. ଆଉଥରେ; ଦ୍ୱିତୀୟବାର —୨. A second time.
୩. ପୁନଃ ପୁନଃ —୩. Repeatedly.
୪. ଏବଂ ମଧ୍ୟ —୩. And also; and again.