Jump to content

ପୁନାଙ୍ଗ ବଳିତା

ଉଇକିଅଭିଧାନ‌ରୁ

ପୁନାଙ୍ଗ ବଳିତା

ଉଚ୍ଚାରଣ

[ସମ୍ପାଦନା]

(ପୁନାଙ୍ଗବତି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୁଲାଙ୍ଗ ମଞ୍ଜି ଭିତରେ ଶୁଖୁଲା ଶସକୁ ବାଟି କାନରେ ପୁରାଇ ଦୀପପରୀ ବ୍ୟବହାର କରାଯିବା ବର୍ତ୍ତିକା —୧. A rag containing the kernel of the seed of mast wood rolled into a wick and used for lighting purposes.
୨. ପୁଲାଙ୍ଗ ତେଲରେ ବୁଡ଼ା ହୋଇଥିବା ବର୍ତ୍ତିକା — ୨. A wick immersed in Pinnay oil.