ପୁନେଁଇ
ଦେଖଣା
ପୁନେଁଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପୁନମି, ପୁନେଇ, ପୁନିଅଁ, ପୁନୈଁ, ପୁନ୍ନେଇଁ, ପୁନ୍ୟଁ, ପୁନ୍ନ୍ୟ— ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପୂର୍ଣ୍ଣଚନ୍ଦ୍ର ନାମକ ପୁରୁଷ ଓ ଅନ୍ନପୂର୍ଣ୍ଣା ନାମକ ସ୍ତ୍ରୀକୁ ଡାକିବା ନାମ —Names for calling Pūrṇṇachandra and Annapūrṇṇā.
- ୨. (ସଂସ୍କୃତ - ପୂର୍ଣ୍ଣିମାର)—ପୂର୍ଣ୍ଣିମା — ୨. Fullmoon day.