ପୁନେଇ ଖାଇବା
ଦେଖଣା
ପୁନେଇ ଖାଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ବିବାହର ପ୍ରଥମ ବର୍ଷମଧ୍ୟରେ ପଡ଼ିବା ନିର୍ଦ୍ଦିଷ୍ଟ ଚାରି ଗୋଟି ପୂର୍ଣ୍ଣିମା (ଦୋଳ, କୁମାର, ଗହ୍ନା ଓ ସ୍ନାନ)ରେ ଶ୍ୱଶୁରଘରୁ ନିମନ୍ତ୍ରଣ ପାଇଁ ଜୋଇଁ ଯାଇଁ ଭୋଜନ କରିବା —(a soninlaw) To go to the father-in-law's house on invitation on four particular fullmoon days during the ୧st year of marrige.