Jump to content

ପୁନ୍ନାଟ

ଉଇକିଅଭିଧାନ‌ରୁ

ପୁନ୍ନାଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଚକ୍ରମର୍ଦ୍ଦ (ହିନ୍ଦୀ - ଶ) ଚାକୁଣ୍ଡା (ଗଛ) — ୧. Cassia Tora (tree).
୨. କର୍ଣ୍ଣାଟକ ନିକଟସ୍ଥ ଦେଶବିଶେଷ — ୨. Name of a country near the Karnatic
୩. ଦିଗମ୍ୱର ଜୈନ ସଂପ୍ରଦାୟର ସଂଘବିଶେଷ (ହିନ୍ଦୀ - ଶ.) — ୩. Name of a sect of Digambara J&aline;i̱nas.