Jump to content

ପୁନ ପୁନ

ଉଇକିଅଭିଧାନ‌ରୁ

ପୁନ ପୁନ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - ଅ. (ସଂସ୍କୃତ - ପୁନଃ ପୁନଃ)

[ସମ୍ପାଦନା]

ବାରମ୍ୱାର — Again and again.

ବ୍ରାହ୍ମା କହନ୍ତି କର ଯୋଡ଼ି ଚରଣେ ପୁନ ପୁନ ପଡ଼ି ଜଗନ୍ନାଥ ଭାଗବତ