ପୁମାନ୍
=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ପୁମସ୍ ଶବ୍ଦର ୧ମା ବିଭକ୍ତି ୧ବଚନ; ପା ଧାତୁ=ରକ୍ଷାକରିବା+ଉମସ୍; ଯେ କୁଳରକ୍ଷା କରେ)
ଅଣ୍ଡିରା —୩. masculine; male.