Jump to content

ପୁରଜିତ୍

ଉଇକିଅଭିଧାନ‌ରୁ

ପୁରଜିତ୍

ଉଚ୍ଚାରଣ

[ସମ୍ପାଦନା]

ପୁରଦ୍ୱିଟ୍, ପୁରଭିଦ୍ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପୁର=ତ୍ରିପୁରାସୁର++ଜି ଧାତୁ=ଜୟ କରିବା+ କର୍ତ୍ତ. କ୍ୱିପ୍)

[ସମ୍ପାଦନା]
୧. ତ୍ରିସୁରାରି; ମହାଦେବ —୧. Ṡiba.
୨. ଚନ୍ଦ୍ରବମଶୀୟ ଜଣେ ରାଜା — ୨. Name of a king of the lunar race.
୩. ଜାମ୍ୱବତୀୟ ଗର୍ଭଜାତ କୃଷ୍ଣଙ୍କକ ଏକ ପୁତ୍ର — ୩. Name of a son of Kṛushṇa.