Jump to content

ପୁରତ

ଉଇକିଅଭିଧାନ‌ରୁ

ପୁରତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ —(ସଂସ୍କୃତ - ପୁରତଃ)

[ସମ୍ପାଦନା]
୧. ଅଗ୍ରରେ; ସମ୍ମୁଖରେ — ୧. In front; before.
୨. ନିକଟରେ —୨. Near.

ବିଦର୍ଭ ରାଜ ପ୍ରସୂତା ପୁରତ କହନ୍ତି ଯେ ପ୍ରଭୂ ଜଗନ୍ନାଥ—ପ୍ରାଚୀ. ରହସ୍ୟମଞ୍ଜରୀ.