ପୁରନ୍ଦର
ଦେଖଣା
ପୁରନ୍ଦର
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ପୁରଂ=ଆସୁର ପୂରକପ+ଦୃ ଧାତୁ=ବିଦାରଣ କରିବା+ଅ)
- ୧. ଇନ୍ଦ୍ର —୧. Indra.
- ୨. ମହାଦେବ —୨. Ṡiba.
- ୩. ବିଷ୍ଣୁ —୩. Bishṇu.
- ୪. (ପୁର=ଗୃହ) ଚୋର —୪. Thief; robber.
- ୫. ଯେଉଁ ଚୋର ଘରେ ସିନ୍ଧି କାଟି ଚୋରି କରେ — ୫. House-breaker.
- ୬. ଚବିକା; ଚଇକାଠ — ୬. Piper chaba, a medicinal creeper.
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର ଲତା, ଫଳ ପିପ୍ପିଳୀ ପରି]
- ୭. ମରିଚ (ହିନ୍ଦୀ - ଶ) —୧. Black pepper.
- ୮. ଜ୍ୟେଷ୍ଠା ନକ୍ଷତ୍ର (ହିନ୍ଦୀ - ଶବ୍ଦସାଗର) — ୮. The ୨୨nd asterism.
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବହୁ ଲୋକ ମଧ୍ୟରେ ଶ୍ରଷ୍ଠ (ବ୍ୟକ୍ତି) — The best amongest many.
(ଯଥା—ରସିକ ପୁରନ୍ଦର)
=== ଦେଶଜ - ବି—(ଇନ୍ଦ୍ରଙ୍କ ସଙ୍ଗେ ତୁଳନୀୟ)
ରାଜା —King.