ପୁରନ୍ଦରୀ
ପୂରନ୍ଦରର ସ୍ତ୍ରୀଲିଙ୍ଗ — Feminine of Purandara.
ବିଧି ସୁନ୍ଦରୀ ସେ ପୁରନ୍ଦରୀ ତାହାକୁ ବୋଲିବାକୁ—ଭଞ୍ଜ. ବୈଦେହୀଶବିଳାସ