ପୁରଶ୍ଚରଣ
ଦେଖଣା
ପୁରଶ୍ଚରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁରସ୍=ଆଗେ+ଚର୍ ଧାତୁ— ଆଚରଣ କରିବା+ ଭାବ. ଅନ)
[ସମ୍ପାଦନା]ପୁରଷ୍କ୍ରିୟା; ସ୍ୱୀୟ ଇଷ୍ଟଦେବତାଙ୍କ
ମନ୍ତ୍ରରେ ସିଦ୍ଧିଲାଭ କରିବାପାଇଁ ଇଷ୍ଟଦେବତାଙ୍କୁ ପୂଜା କରି ମନ୍ତ୍ରଜପ , ହୋମ, ତର୍ପଣ, ଅଭିଷେକ ଓ ବ୍ରାହ୍ମଣ— ଭୋଜନ ଏହି ପାଞ୍ଚଙ୍ଗଯୁକ୍ତ ସାଧନା — Fivefold worship of one's supreme Deity in order to attain perfection.
- ୨. ମନ୍ତ୍ରସିଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ବାର ଇଷ୍ଟମନ୍ତ୍ରର ଜପ — ୨. Repetition of a Special mystic formula to attain perfection.