Jump to content

ପୁରଶ୍ଛଦ

ଉଇକିଅଭିଧାନ‌ରୁ

ପୁରଶ୍ଛଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁରଃ+ ଛଦ୍ ଧାତୁ= ଘୋଡ଼ାଇବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଦର୍ଭ; କୁଶ —୧. The holy grass. Saccharum Cylindricum.
୨. ସ୍ତନାଗ୍ର; ଚୁଚୁକ — ୨. The nipple of the female breast.