Jump to content

ପୁରସ୍କରଣ

ଉଇକିଅଭିଧାନ‌ରୁ

ପୁରସ୍କରଣ

ଉଚ୍ଚାରଣ

[ସମ୍ପାଦନା]

ସଂ, ବିଶେଷ୍ୟ - (ପୁରଃ+କରଣ)

[ସମ୍ପାଦନା]
୧. ପୂଜା କରିବା — ୧. Worshipping.
୨. ସମ୍ପୁର୍ଣ୍ଣୀ କରଣ —୨. Perfecting.
୩. ଆଗରେ ବା ସମ୍ମୁଖରେ ରଖିବା — ୩. Placing in front.