ପୁରସ୍କର୍ତ୍ତବ୍ୟ
ଦେଖଣା
ପୁରସ୍କର୍ତ୍ତବ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପୁରଃ+କର୍ତ୍ତବ୍ୟ)
[ସମ୍ପାଦନା]- ୧. ସମ୍ମାନାନ୍ୱିତ ହେବାର ଉପଯୁକ୍ତ —୧. Fit to be' respected or treated with deference
- ୨. ସମ୍ପୂର୍ଣ୍ଣ କରିବାର ଉପଯୁକ୍ତ — ୨. fit to be completed.
- ୩. ଆଗରେ ସ୍ଥାପିତ ହେବାର ଉପଯୁକ୍ତ — ୩. Fit to be placed in front.
- ୪. ପ୍ରସ୍ତୁତ ହେବାର ଉପଯୁକ୍ତ — ୪. Fit to be prepered or fitted out.