ପୁରସ୍କୃ (ଧାତୁ)
ଦେଖଣା
ପୁରସ୍କୃ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଆଗରେ ରଖିବା — To place before or in front (Apte).
- ୨. ନେତା କରିବା —୨. To make one's leader; to put at the head (Apte).
- ୩. ସମ୍ମାନିତ କରିବା; ସମାଦର କରିବା —୩. To honour.
- ୪. ସମ୍ୱର୍ନ୍ଧନା କରିବା — ୪. To hospitably receive; to welcome.
- ୫. ଉପହାର ଦେବା; ପାରିତୋଷିକ ଦେବା — ୫. To give a present or reward.
- ୬. ଛଳନାରୂପେ ବ୍ୟବହାର କରିବା — ୬. To use as a preatext (Apte).