Jump to content

ପୁରସ୍ତାତ୍

ଉଇକିଅଭିଧାନ‌ରୁ

ପୁରସ୍ତାତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ଅ. (ପୁରସ୍+ତାତ)

[ସମ୍ପାଦନା]
୧. ପୂର୍ବ ଦିଗରେ — ୧. East-ward; in the east.
୨. ପୂର୍ବେ; ପୂର୍ବ କାଳରେ; ଏଥି ପୂର୍ବେ — ୨. Formerly; before; proviously.
୩. ପୁରା କାଳରେ — ୩. in old times; in times gone by.
୪. ପ୍ରଥମେ — ୪. Originally; at first; in the beginning.
୫. ଅଗ୍ର ଦେଶରେ; ଆଗେ; ସମ୍ମୁଖରେ —୫. In front.