ପୁରସ୍ତ୍ରୀ
ଦେଖଣା
ପୁରସ୍ତ୍ରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ନଗର ବାସିନୀ ସ୍ତ୍ରୀ — ୧. A citizeness; a wo୦men dwelling in a town.
- ୨. ଗୃହିଣୀ —୨. A dame; a matron; house-wife.
- ୩. କୂଳ ନାରୀ; ପରିବ୍ରତା ସ୍ତ୍ରୀ — ୩. A caste woman.
- ୪. ଅନ୍ତଃପୁର ବାସିନୀ ନାରୀ; କୁଳବଧୁ; ବୋହୁ ଭୁଆସୁଣୀ — ୪. A woman of the herem; awomen who does not come out of the public.