Jump to content

ପୁରାକଳ୍ପ

ଉଇକିଅଭିଧାନ‌ରୁ

ପୁରାକଳ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପୁରା+କଳ୍ପ)

[ସମ୍ପାଦନା]
୧. ପୂର୍ବବର୍ତ୍ତୀ ସୃଷ୍ଟି — ୧. A former creation (Apte).
୨. ଅତୀତ ସମୟର କାହାଣୀ — ୨. A story of the past (Apte).
୩. ଅତୀତ ଯୁଗ —୩. A former age (Apte).