Jump to content

ପୁରାଣଗ

ଉଇକିଅଭିଧାନ‌ରୁ

ପୁରାଣଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପୁରାଣ+ଗମ୍ ଧାତୁ+ ଅ)

[ସମ୍ପାଦନା]
୧. ବ୍ରହ୍ମା (ହିନ୍ଦୀ - ଶ) — ୧. Brahmā.
୨. ପୁରାଣ କଥକ ବ୍ୟକ୍ତି (ହିନ୍ଦୀ - ଶ.) — ୨. A reader of the Purāṇas.