Jump to content

ପୁରାଣ ପଣ୍ଡା

ଉଇକିଅଭିଧାନ‌ରୁ

ପୁରାଣ ପଣ୍ଡା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୋତାଙ୍କ ଆଗରେ ଯେ ପୁରାଣ ପାଠ କରନ୍ତି — A reader of Purāṇas.

(ଯଥା—ଘୋଡ଼ା ଘାସ ନ ଖାଇଲେ ପୁରାଣ ପଣ୍ଡାର ଦୋଷ)