ପୁରାଣ ଫିଟାଇବା
ଦେଖଣା
ପୁରାଣ ଫିଟାଇବା
ଉଚ୍ଚାରଣ
[ସମ୍ପାଦନା](ପୁରାଣ ଫିଟିବା—ବିଶେଷରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପୁରାଣ ପାଠ କରିବା ନିମନ୍ତେ ପୋଥିକୁ ଫିଟାଇବା —୧. To open the Purāṇas to read.
- ୨. ପ୍ରାୟଶ୍ଚିତାଦିର ବ୍ୟବସ୍ଥା ଦେବା ନିମନ୍ତେ ପୁରାଣ ପୋଥି ଖୋଲିବା —୨. To open the Purāṇa to give prescriptions or opinions for expiations.
- ୩. (ଲକ୍ଷଣାର୍ଥ) କୁବାକ୍ୟରେ ଗାଳି ଦେବା — ୩. (fig) To call names.
- ୪. କୌଣସି ବ୍ୟକ୍ତିର ପାରିବାରିକ ବହୁ ଚ୍ଛିଦ୍ର ପ୍ରକାଶ କରିବା — ୪. To speak out the family secrets of a person.