Jump to content

ପୁରାବିତ୍

ଉଇକିଅଭିଧାନ‌ରୁ

ପୁରାବିତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ—(ପୁରା+ ବିଦ୍ ଧାତୁ= ଜାଣିବା+ କ୍ୱିପ୍; ପୁରା— ବିଦ୍ ଶବ୍ଦ ୧ମା. ୧ବ)

[ସମ୍ପାଦନା]
୧. ପୁରାତତ୍ତ୍ୱବିତ୍; ପ୍ରାଚୀନ କାଳର ତତ୍ଥ୍ୟ ଜାଣିଥିବା (ବ୍ୟକ୍ତି) —୧. Archaeologist.
୨. ଇତିହାସବେତ୍ତା ବ୍ୟକ୍ତି —୨. A historian.