ପୁରାବୃତ୍ତ
ଦେଖଣା
ପୁରାବୃତ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପୁରା+ ବୃତ୍ ଧାତୁ= ଘଟିବା+ ତ)
[ସମ୍ପାଦନା]- ୧. ପ୍ରାଚୀନକାଳର ବୃତ୍ତାନ୍ତ; ଇତିହାସ — ୧. History.
- ୨. ପୁରାଣ —୨. Legend; mythology; an account of past events.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପ୍ରାଚୀନକାଳରେ ଘଟିଥିବା — ୧. Occurring in ancient times (Apte).
- ୨. ପ୍ରାଚୀନ କାଳ ସମ୍ୱନ୍ଧୀୟ — ୨. Relating to the past. (Apte).
- ୩. ପ୍ରାଚୀ; ପୁରାତନ —୩. Ancient; old (Apte).