ପୁରି

ଉଇକିଅଭିଧାନ‌ରୁ

ପୁରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୂରିକା)[ସମ୍ପାଦନା]

୧. ଲୁଚି; ଘିଅରେ ଛଣା ହୋଇଥିବା ଅଟାର ପିଠା —୧. A roll of flour fried in ghee.
୨. (ଆଦରାର୍ଥକ) ପୁରୁଷୋତ୍ତମ ନାମକ ବ୍ୟକ୍ତିକୁ ଡାକିବା ନାମ —୨. Name for calling a person named purushottama.
୩. ଦଶନାମୀ ସନ୍ନ୍ୟାସୀଙ୍କ ଉପାଧିବିଶେଷ — ୩. A title added to the names of a sect of Dasanāmi sannyāsis.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -[ସମ୍ପାଦନା]

କାକରା ପିଠା — A kind of sweet fried cake.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ସହର; ନଗର —୧. Town; city (Apte).
୨. ନଦୀ —୨. River (Apte)
୩. ରାଜା —୩. A king (Apte).