ପୁରୀପାଣ୍ଡା
ପୁରୀପାଣ୍ଡା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]୨/୩: ଶତାବ୍ଦୀ ପୂର୍ବେ ପୁରୀରୁ ଯାଇ ବିଶାଖାପାଟଣା ଅଞ୍ଚଳରେ ବାସ କରିଥିବା କେତେକ ବ୍ରାହ୍ମଣ —A name by which some Brāhmaṇas who have settled in the Vizag district for ୨ or ୩ centuries after migrating from Puri, are known.
[ଦ୍ରଷ୍ଟବ୍ୟ —ଏମାନେ ପ୍ରାୟ ୨ ବର୍ଷ ତଳେ ବିଶାଖାପାଟଣା ଅଞ୍ଚଳକୁ ଆସିଥିଲେ ବୋଧ ହୁଏ ଏହି ଅଞ୍ଚଳର ତତ୍କାଳୀନ ରାଜା ଏହି କେତେକ ବ୍ରାହ୍ମଣଙ୍କୁ ଡ଼କାଇ ନେଇଥିଲେ ସେପରି ବ୍ରାହ୍ମଣମାନେ ବର୍ତ୍ତମାନ ସେଠାରେ ପ୍ରାୟ ୨/୨୫: ଘର ଅଛନ୍ତି ଏବେ ସେମାନେ ଅବଶ୍ୟ ଆଦୌ ଓଡ଼ିଆ ଭାଷା ଜାଣନ୍ତି ନାହିଁ, କେବଳ କେତେକ ସ୍ତ୍ରୀଲେକ ଭଙ୍ଗା ଭଙ୍ଗା ଓଡ଼ିଆ ଭାଷାରେ କଥା କହନ୍ତି ସ୍ତ୍ରୀ ଓ ପୁରୁଷଙ୍କ ବେଶଭୂଷା ଠିକ୍ ତେଲୁଗୁମାନଙ୍କ ବେଶ ଭୂଷା ପରି, ତଥାପି ସେମାନଙ୍କ ବିଶାଖାପାଟଣାର ସ୍ଥାନୀୟ ଲେକ ପୁରୀପଣ୍ଡା ବୋଲି କହୁଛନ୍ତି ଏମାନଙ୍କ ଅବସ୍ଥା ଭଲ, ନିଜ ନିଜ ପରିବାରର ବିବାହ, ବ୍ରତ ଓ ଶୁଦ୍ଧାଦି କ୍ରିୟାଗୁଡ଼ିକ ଏମାନେ ସେ ଅଞ୍ଚଳର କମା ବ୍ରାହ୍ମଣ ପୁରୋହିତମାନଙ୍କଦ୍ୱାରା କରାନ୍ତି]