Jump to content

ପୁରୀଷ

ଉଇକିଅଭିଧାନ‌ରୁ

ପୁରୀଷ

ଉଚ୍ଚାରଣ

[ସମ୍ପାଦନା]

(ପୁରୀଷଣ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ପୃ ଧାତୁ= ପାଳନ କରିବା+ ଈକ୍ଷ; ଯାହା ସାର ରୂପେ ବୃକ୍ଷାଦିର ମୂଳକୁ ପାଳନ କରେ)

[ସମ୍ପାଦନା]
୧. ଝାଡ଼ା; ଗୃହ; ମଳ; ବିଷ୍ଠା —୧. Ordure; dung; faecus; excrement.
୨. ଜଳ —୨. Water.
୩. ମଇଳା; ଅଳିଆ —୩. rubbish; dirt (Apte).