ପୁରୁଖା
ଦେଖଣା
ପୁରୁଖା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପୂର୍ଖା, ପୋରଖାଅନ୍ୟରୂପ
(ପୂରୂଖୀ—ସ୍ତ୍ରୀ)
ଦେଶଜ - ବିଶେଷଣ - (ସଂସ୍କୃତ - ପୁତାରନ ବା ପ୍ରାକର)
[ସମ୍ପାଦନା]- ୧. ପୁରୁଣା — ୧. Old.
- ୨. ପ୍ରାଚୀନ —୨. Ancient.
- ୩. ବୃଦ୍ଧ —୩. Old; aged.
ପୁରୁଖା ପୁରୁଖା ଲୋକମାନେ କହନ୍ତି, ଏ ସତ୍ୟଯୁଗର ଠାକୁରାଣୀ ଗଛ—ଫକୀରମୋହନ ଛମାଣ ଆଠଗୁଣ୍ଠ
- ୪. ଅନୁଭବୀ; ପ୍ରବୀଣ —୪. Experienced.
- ୫. ସୁପକ୍ୱ; ପୋଖତ —୫. Matured.
- ୬. ଜୀର୍ଣ୍ଣ —୬. Decayed; worn out.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରବୀଣ ଓ ବୁଦ୍ଧ ବ୍ୟକ୍ତି —୧. The elders; an old person of experience.
- ୨. ବୃଦ୍ଧ ଲୋକ —୨. Elderly person.