ପୁରୁଖା କଥା
ଦେଖଣା
ପୁରୁଖା କଥା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୃଦ୍ଧ ପ୍ରବୀଣ ବ୍ୟକ୍ତିଙ୍କ ମୁଖନିଃସୃତ ଉପଦେଶ —୧. The advice or words uttered by the elders.
- ୨. ମରହଟ୍ଟିଆ ବିଷୟ —୨. Obsolete matters.
- ୩. ବହୁ ଦିନର ପୁରୁଣା ଖବର —୩. Stale news.
- ୪. ପ୍ରାଚୀନ ବିଷୟ —୪. Ancient matters.
- ୫. ଆଗକାର କଥା — ୫. Thing and association of the past.
- ୬. ପ୍ରବଚନ; ପ୍ରବାଦ ବାକ୍ୟ —୬. Proverbs.